ଭୁବନେଶ୍ୱର,୧/୮ : ଏଣିକି ନନ୍ଦନକାନନର ସୁରକ୍ଷା ଦାୟିତ୍ୱ ନେଇଛି ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀ | ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷାକୁ ମଜବୁତ କରିବା ପାଇଁ ଓଆଇଏସଏଫର ଏକ ପ୍ଲାଟୁନ୍ ଯବାନ ନିୟୋଜିତ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର, ୪ ଜଣ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳଙ୍କ ସହିତ ଏହା ଏକ ୩୫ ଜଣିଆ ଟିମ | ୩୦ ଜୁଲାଇରେ ନନ୍ଦନକାନନ ଏବଂ OISF ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା | ଆଜିଠାରୁ ଏହି ଫୋର୍ସ ଅନ୍ତର୍ଭୁକ୍ତ କରାଯାଇଛି।
Related Posts
୬ ଦିନ ପରେ ସୁଜାତାଙ୍କର ଛୁଟି ସରିବ , କେଉଁ ଭୂମିକାରେ ଆସିବେ ନଜର ଏବେ ଠୁ ଚର୍ଚ୍ଚା
- satakhabar
- November 21, 2024
- 0
ଭୁବନେଶ୍ୱର,୨୧/୧ : ରାଜ୍ୟର ପରିଚିତ ପ୍ରଶାସିକା ସୁଜାତା ଆର କାର୍ତ୍ତିକେୟନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା । ଆଉ ୬ ଦିନରେ ସୁଜାତାଙ୍କର ଛୁଟି ସରିବ । ଏହାପରେ ସେ କାର୍ଯ୍ୟରେ ଯୋଗଦେବା କଥା […]
କେଉଁ ସ୍ବାର୍ଥରେ ? ବିରୋଧୀବେଳେ ତୁମ୍ବି ତୋଫାନ ; ସରକାରକୁ ଆସିଲା ପରେ ଚୁପ୍
- satakhabar
- December 5, 2024
- 0
ଭୁବନେଶ୍ବର, ୫/୧୨ : ଆଉ ମାତ୍ର ସପ୍ତାହେ ପରେ ରାଜ୍ୟରେ ବିଜେପି ସରକାରକୁ ୬ମାସ ପୁରିବ । କିନ୍ତୁ ବିଜେଡି ସରକାରର ଅନିୟମିତତା ଓ କେଳେଙ୍କାରୀକୁ ନେଇ ବିଜେପି ଚୁପ୍ । ଯେଉଁ ସବୁକୁ […]
ରାଜ୍ୟରେ ନୂତନ ସରକାରକୁ ୩ ମାସ ପୂରିବ ; ପ୍ରଶଂସା କମ୍, ସମାଲୋଚନା ବେଶୀ
- satakhabar
- August 31, 2024
- 0
ଭୁବନେଶ୍ବର, ୩୧/୮ : ଦୀର୍ଘ ୨୪ବର୍ଷ ପରେ ରାଜ୍ୟରେ ବଦଳିଲା ସରକାର । ନୂତନ ସରକାର, ନୂତନ ଆଶାକୁ ନେଇ ଲୋକେ ଖୁସି ହୋଇଥିଲେ। ନୂଆ ସରକାର ଆସିବ ନୂଆ ନୀତି ଆସିବ ନୂଆ […]