ବିଧାନସଭା ଅଚଳ କରିଦେବାକୁ କଂଗ୍ରେସକୁ ଆସିଛି ନିର୍ଦ୍ଦେଶ : ଆଇନ୍‌ ମନ୍ତ୍ରୀ

ଭୁବନେଶ୍ବର,୨୬/୩ : ବିଧାନସଭା ହେଉଛି ପବିତ୍ର ଗୃହ, ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା। କିନ୍ତୁ ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ […]

ବିଧାନସଭା ସମ୍ମୁଖରେ କଂଗ୍ରେସ କର୍ମୀ ପୋଲିସ ମୁଁହାମୁହିଁ

ଭୁବନେଶ୍ୱର, ୨୫/୩ : ଓଡିଶା ବିଧାନସଭାରେ ମଙ୍ଗଳବାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ […]

ନିର୍ବାଚନ ଲଢିବେନି ନିରଞ୍ଜନ

ଭୁବନେଶ୍ବର,୨୫/୩ : ବିଧାୟକ ଭାବେ ଆଉ ନିର୍ବାଚନ ଲଢ଼ିବିନି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତି ଛାଡ଼ିବିନି । ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି। […]

ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ

ଭୁବନେଶ୍ବର,,୨୫/୩ : ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି । ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୭ଟି କାର୍ଯ୍ୟଦିବସ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦଳର ମୋଟ ୧୪ […]

ତାମିଲ ସନ୍ନ୍ୟାସୀଙ୍କ ସୋସିଆଲ ମିଡ଼ିଆ ଭୁଲିଲା ଓଡ଼ିଶା ବନାନ

ଭୁବନେଶ୍ବର,୨୫/୩ : ପ୍ରତ୍ୟେକ ଦିନ ଓଡ଼ିଶା ସରକାରଙ୍କୁ ଟ୍ରୋଲ କରୁଥିବା ପେଜ୍ ଆଜି ଭୁଲିଲା ଓଡ଼ିଶା ବନାନ । ଏହା ଆମେ କହୁନୁ ବରଂ ସେହି ପେଜରେ ପୋଷ୍ଟ ହୋଇଥିବା ଏକ ଫଟୋରୁ ଏହା […]

ରାଜ୍ୟରେ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ୱର,୨୫/୩: ଓଡିଶା ସରକାର ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଆରମ୍ଭ କରିବେ, ଯାହା ରାଜ୍ୟର ସମସ୍ତ ରୁଟରେ ଚଳାଚଳ କରିବ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ରାଜ୍ୟ ବିଧାନସଭାକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି […]

ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ନିର୍ଦେଶାବଳୀ ପ୍ରସ୍ତୁତ ଚାଲିଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪/୩ : ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ନିର୍ଦେଶାବଳୀ ପ୍ରସ୍ତୁତ ଚାଲିଛି। ଚିଟଫଣ୍ଡ ଟଙ୍କା ଫେରସ୍ତ ନିର୍ଦେଶାବଳୀ ସରଳୀକରଣ କରାଯିବା ପରେ ସମସ୍ତେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଟଙ୍କା ଫେରିପାଇବେ ବୋଲି ବିଧାନସଭାରେ ଉତ୍ତର […]

ବିଜେପି ଜିଲ୍ଲା ସଭାପତି ଚାନ୍ଦା ମାଗି ରାୟଗଡ଼ାରେ ଆତଙ୍କରାଜ ଚଳାଇଛନ୍ତି : ବିଜେଡି

ଭୁବନେଶ୍ୱର, ୨୨/୩ : ସବ୍‌କା ସାଥ୍ ସବ୍‌କା ବିକାଶର ନାରା ଦେଇ କ୍ଷମତା ହାସଲ କରିଥିବା ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଧମକ ଚମକ ଦେଇ ମୋଟା ଅଙ୍କର ମାସିକ ଚାନ୍ଦା […]

ଓଡ଼ିଶା ଆସିବେ ରାଷ୍ଟ୍ରପତି, ଜାଣନ୍ତୁ ଦୁଇଦିନିଆ ଗସ୍ତର କାର୍ଯ୍ୟସୂଚୀ

ଭୁବନେଶ୍ୱର,୨୨/୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତି ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ତେବେ ରାଷ୍ଟ୍ରପତି ଆସନ୍ତା ୨୪ ଏବଂ ୨୫ ତାରିଖରେ ଓଡ଼ିଶା ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ […]

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ; ଖୋଲୁଛି କମ୍ , ବନ୍ଦ ରହୁଛି ଅଧିକ

ଭୁବନେଶ୍ବର,୨୨/୩ : ଆସନ୍ତା ମାର୍ଚ୍ଚ ୨୪ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ […]