ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ମୃତ, ୫ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ, ୩0/୭ : ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି। ଏହାପରେ ୫ ଟ୍ରେନ୍ ବାତିଲ ହୋଇଛି। ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍ , ଖଡଗପୁର-ଧାନବାଦ, ହାଓ୍ବଡା-ବଡବିଲ-ହାଓ୍ବଡା ଜନଶତାଦ୍ଦୀ […]

ସିଏମଓ ଅଫିସରଙ୍କୁ ବିଭାଗ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ /୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଫିସରମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ […]

ଆଇଏଏସ କୋଚିଂ ସେଣ୍ଟରରେ ପାଣି ପଶିବା ଘଟଣା; ଆଉ ୫ ଗିରଫ

ନୂଆଦିଲ୍ଲୀ, ୨୯ /୭ : ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ଆଇଏଏସ କୋଚିଂ ସେଣ୍ଟର ‘ରାଓଜ୍‌ ଷ୍ଟଡି ସର୍କଲ’ର ବେସ୍‌ମେଣ୍ଟ ରେ ହଠାତ୍‌ ପାଣି ପଶିଯାଇଥିଲା। ଯାହାଫଳରେ ସେଠାରେ […]

ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର, ୨୯/୭ : ବାଘ ଦିବସରେ ଆସିଛି ଖୁସି ଖବର। ଖୁବ୍ ଶୀଘ୍ର ଶିମିଳିପାଳରେ ଖୋଲିବ କଳାବାଘ ସଫାରୀ। ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୁପକ୍ଷରୁ ମିଳିଛି ଅନୁମତି। ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ […]

ଲୋକସଭାରେ ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୯/୭ : ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ବଜେଟ ଉପରେ ଆଲୋଚନା ହୋଇଛି । ଆଲୋଚନାରେ ବେଳେ ବଜେଟ ଉପରେ ମନ୍ତବ୍ୟ ରଖିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ […]

୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର, ୨୯/୭ : ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ […]

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ଯୁଗ୍ମ କମିଶନର

ଭୁବନେଶ୍ୱର, ୨୯/୭ : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଅଫିସର ଠାରୁ ଆରମ୍ଭ କରି […]

ଦିଲ୍ଲୀରେ ଓଡ଼ିଶା କାଡରର ପଦାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ବର, ୨୮ /୭ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଉଚ୍ଚ ପଦାଧିକାରୀମାନଙ୍କର ସହଯୋଗ କାମନା କରିଛନ୍ତି। ଗତକାଲି ନୀତି ଆୟୋଗ ବୈଠକରେ […]

ଆସନ୍ତାକାଲି ବସିବ ରତ୍ନଭଣ୍ଡାର ବୈଠକ

ପୁରୀ, ୨୮ / ୭ : ଆସନ୍ତାକାଲି ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ବ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ସୋମବାର ଶ୍ରୀମନ୍ଦିର […]

ଜାତିସଂଘରେ ଗୁଞ୍ଜିବ ଶ୍ରାରୀମଙ୍କ ନାମ

ନୂଆଦିଲ୍ଲୀ,୨୭/୭ : ଭାରତର ପ୍ରସିଦ୍ଧ ରାମକଥା ମର୍ମଜ୍ଞ ମୋରାରି ବାପୁ ନ୍ୟୁୟର୍କରେ ପହଞ୍ଚି ଜାତିସଂଘର ମୁଖ୍ୟାଳୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ କାହାଣୀ ଶୁଣାଇବେ। ଏହା ପ୍ରଥମ ଥର ହେବ ଯେତେବେଳେ ମୋରାରି […]