କ୍ଷମତାରେ ଥିବାବେଳେ ୟୁପିଏ ଭୁଲ କରିଥିବା କଥା ସ୍ୱୀକାର କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ, ୧୮/୧୧ : ୨୦୦୪ରୁ ୨୦୧୪ଯାଏ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କ୍ଷମତାରେ ଥିବା ବେଳେ ଭୁଲ କରିଥିଲା। କ୍ଷମତାରେ ଥିବା ବେଳେ ୟୁପିଏ ଜାତିଗତ ଜନଗଣନା କରି ନଥିଲା। ୟୁପିଏ ପ୍ରଥମେ ଜାତିଗତ ଜନଗଣନା […]

ଆରପାରିରେ ସମୀର ଦେ

ଭୁବନେଶ୍ୱର,୧୮/୧୧ : ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସମୀର ଦେଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସାଧୀନ […]

ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ; ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର,୧୮/୧୧ : ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ […]

ବିଜେଡି ପାଇଁ ବଢୁଛି ଚିନ୍ତା, ଗାଁକୁ ଗାଁ ବୁଲିବେ ସୁପ୍ରିମୋ

ଭୁବନେଶ୍ୱର,୧୬/୧୧ : ବିଜେଡି ପାଇଁ ବଢୁଛି ଚିନ୍ତା । ସଂଗଠନ ସଜାଡ଼ିବାକୁ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଏଇ ମାସ ଶେଷରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ବୁଲିବେ ନବୀନ । ପ୍ରସ୍ତୁତ […]

ଜାନୁଆରୀରେ ମୋହନ ସରକାରଙ୍କ ସମ୍ପ୍ରସାରଣ

ଭୁବନେଶ୍ୱର,୧୫/୧୧ : ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ଭାରତୀୟ ଜନତାପାର୍ଟି ଏକାକୀ ସରକାର ଗଠନ କରିଛନ୍ତି । ଓଡ଼ିଶାରେ ଦୀର୍ଘ ୪୪ ବର୍ଷର ଲଢ଼େଇ ପରେ ବିଜେପିକୁ ମିଳିଥିବା ଏହି ସଫଳତା ଲୋକଙ୍କ […]

ବାଲିଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ପାସେଞ୍ଜର ଭଳି ବ୍ୟବହାର, ରାଗିଗଲେ ମୋହନ

ଭୁବନେଶ୍ବର,୧୫/୧୧ : ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ଗାଥା ବହନ କରୁଥିବା ଏହି ବୃହତ ବାଣିଜ୍ୟିକ ମହାକୁମ୍ଭ ଆଜି ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ‌ ମୋହନ ଚରଣ ମାଝୀ ଓ […]

ନଭେମ୍ବର ୧୮ ଓ ୨୫ଦୁଇ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର ୧୫।୧୧ : ଆସନ୍ତା ନଭେମ୍ବର ୧୮ତାରିଖ ସୋମବାର ଏବଂ ନଭେମ୍ବର ୨୫ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏହି ଦିନମାନଙ୍କରେ ୟୁନିଟ-୫, ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠଠାରେ […]

ଅକ୍ଷୟ ସାହିତ୍ୟ ଓ ସଙ୍ଗୀତ ସମ୍ମାନ ପାଇବେ ଗାଳ୍ପିକ ଆଦିତେଶ୍ବର ମିଶ୍ର ଓ କଣ୍ଠଶିଳ୍ପୀ ସୌରଭ ନାୟକ

ଭୁବନେଶ୍ବର, ୧୪/୧୧ : ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଖ୍ୟାତ ସଙ୍ଗୀତଜ୍ଞ ସ୍ବର୍ଗତଃ ଅକ୍ଷୟ ମହାନ୍ତିଙ୍କ ୨୨ତମ ଶ୍ରାଦ୍ଧ ଦିବସ […]

ପୁଣି ଗନ୍ଧେଇଲାଣି ଅଧା ସହର , ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା

ଭୁବନେଶ୍ବର,୧୪/୧୧ : ମାସ କେଇଟା ଯାଇନି । ପୁଣି ଗନ୍ଧେଇଲାଣି ଅଧା ସହର । ସୈନିକ ସ୍କୁଲ ନିକଟ ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌) ରେ ସୃଷ୍ଟି ହୋଇଥିବା ଆବର୍ଜନା ପାହାଡ଼ ଏବେ ସହରବାସୀଙ୍କ ନିଦ […]

୩ ବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର,୧୪/୧୧ : ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଆ […]