ମୁମ୍ବାଇ, ୨୧/୩ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବିଜୟୀ ଭାରତୀୟ ଦଳ ପାଇଁ ମୋଟ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ଘୋଷଣା କରିଛି। ଦୁବାଇରେ […]
Month: March 2025
ଜଷ୍ଟିସ୍ ହରିଶ ଟଣ୍ଡନ ହେଲେ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
ଭୁବନେଶ୍ଵର,୨୧/୩ : ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ହରିଶ ଟଣ୍ଡନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି […]
ବିଜେଡିକୁ ବଞ୍ଚେଇବାକୁ ଦିଲ୍ଲୀ ମୁହାଁ ନବୀନ !
ଭୁବନେଶ୍ବର,୧୩/୩ : ବିଜେଡିକୁ ବଞ୍ଚେଇବାକୁ ନବୀନ ଏବେ ଦିଲ୍ଲୀ ମୁହାଁ । ଇଣ୍ଡି ମେଣ୍ଟ ସାହାଯ୍ୟରେ ଅସ୍ଥିତ୍ୱ ବଞ୍ଚେଇବାକୁ ନବୀନଙ୍କ ଚେଷ୍ଟା । ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ।ଗୁରୁବାର ବିଧାନସଭାରେ ବିଜେପିର […]
ପ୍ରଶଂସା ସାଉଣ୍ଟୁଛି ଓଡ଼ିଆ ଓ୍ବେବ ସିରିଜ୍ ‘ନାଲି ଚା’
ଭୁବନେଶ୍ୱର , ୧୩/୩ : ‘The Naked eye’ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ହୋଇଥିବା ଓଡ଼ିଆ ଓ୍ବେବ ସିରିଜ ‘ନାଲି ଚା’ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ସିନେ ପ୍ରେମୀମାନେ ଏହାକୁ ବେଶ ପ୍ରଶଂସା […]
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲେଖି ବନ୍ଧାହେଲେ ସାମ୍ବାଦିକ
ତେଲେଙ୍ଗାନା, ୧୩/୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଏକ ଅନଲାଇନ୍ ନ୍ୟୁଜ୍ ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶକ ଏବଂ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଛି । ସୂଚନା […]
ମରିସସରେ ନୂଆ ସଂସଦ ଭବନ କରିବ ଭାରତ, ମୋଦିଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୨/୩: ବର୍ତ୍ତମାନ ମରିସସ ଗସ୍ତରେ ଅଛନ୍ତି ପ୍ରଧାମନ୍ତ୍ରୀ ମୋଦି। ସେଠାରେ ସେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ମରିସସରେ ଏକ ନୂତନ ସଂସଦ ର୍ନିମାଣରେ ସହଯୋଗ କରିବ। […]
ପୁରୀ ଶ୍ଵେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ
ପୁରୀ, ୧୨/୩ : ପୁରୀରେ ଓଲିଉଡ୍ ଅଭିନତା ବାବୁସାନ୍ ମହାନ୍ତି। ଆଜି ସକାଳେ ପୁରୀ ଯାଇ ଶ୍ଵେତଗଙ୍ଗା ପୁଷ୍କରିଣୀରେ ବାପା ଉତ୍ତମ ମହାନ୍ତିଙ୍କୁ ଶ୍ରାଦ୍ଧ ପ୍ରଦାନ ସହ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସହ […]
୨୪ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ
ଭୁବନେଶ୍ଵର, ୧୨/୩ : ଆସନ୍ତା ୨୪ ତାରିଖରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି। କଣ୍ଟିଲୋ ନୀଳ ମାଧବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ କଟକରେ ଏକାଧିକ କାର୍ଯ୍ୟକ୍ରମ ରହିଛି। […]
ସନ୍ନ୍ୟାସୀଙ୍କ ଆବିର୍ଭାବ କଲେ ମନ୍ମଥ !
ଭୁବନେଶ୍ବର, ୧୧/୩ : ଦୀର୍ଘ ୯ମାସ ପରେ ଆବିର୍ଭାବ ହୋଇଛନ୍ତି ଭିକେ ପାଣ୍ଡିଆନ । ପୁଣି ଥରେ ନବୀନ ନିବାସରେ ଆସିଛନ୍ତି ନଜର । ୨୦୨୪ସାଧାରଣ ନିର୍ବାଚନରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ […]
‘ବନ୍ଦେ ଉତ୍କଳ ଜନନୀ’ ବିବାଦ: ମୁହଁ ଖୋଲିଲେ ଜୟ ନାରାୟଣ
ଭୁବନେଶ୍ବର,୧୧/୩ : ‘ବନ୍ଦେ ଉତ୍କଳ ଜନନୀ’ ବିବାଦ ନେଇ ନୀରବତା ଭାଙ୍ଗିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ବିଜେପି ବିଧାୟକ କହିଛନ୍ତି ବର୍ତ୍ତମାନର ଓଡ଼ିଶା ରାଜ୍ୟ ତିନୋଟି ସ୍ୱତନ୍ତ୍ର ଅଞ୍ଚଳ-ଉତ୍କଳ, କଳିଙ୍ଗ ଏବଂ […]
