ସ୍ୱାତୀ ମାଲିୱାଲଙ୍କୁ ମାଡ଼ ଘଟଣା: କେଜ୍ରିୱାଲଙ୍କ ସହଯୋଗୀଙ୍କୁ ମିଳିଲା ଜାମିନ

ଦିଲ୍ଲୀ,୨/୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସେ ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ […]

ଗିରିରାଜ ସିଂହଙ୍କ ଉପରେ ବେଗୁସରାୟରେ ଆକ୍ରମଣ

ନୂଆଦିଲ୍ଲୀ,୩୧/୮ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପରେ ଆକ୍ରମଣ । ବେଗୁସରାୟର ବଲିୟାରେ ଆକ୍ରମଣ ହୋଇଛି । ସେ ବଲିୟାରେ ଜନତା ଦରବାର ହଲରୁ ଯେତେବେଳେ ବାହାରୁଥିଲେ ଜନୈକ ଯୁବକ ଆକ୍ରମଣ କରିଥିଲେ । […]

ବିଜେପିରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍

ନୂଆଦିଲ୍ଲୀ,୩୦/୮ : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପାଇଁ ଏହା ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। […]

ଗୁଜୁରାଟରେ ମୃତ୍ୟୁ ସଂଖ୍ୟା ୨୮ ଛୁଇଁଲା

ଗୁଜୁରାଟ, ୨୯/୮ : ଗତ ତିନି ଦିନ ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଅତି କମରେ ୨୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୮ ହଜାର […]

ଗାନ୍ଦେରବଲରୁ ନିର୍ବାଚନ ଲଢ଼ିବେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ, ୨୭/୮ : ଜମ୍ମୁ-କଶ୍ମୀର ବିଧାନସଭା ଆସନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ କଂଗ୍ରେସ ସହ ମେଣ୍ଟ କରି ଏଠାରେ ବିଧାନସଭା […]

ଜମ୍ମୁ-କାଶ୍ମୀର ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨୬/୮ : ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୪ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ତାଲିକାରେ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ଜଣ ପ୍ରାର୍ଥୀ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ […]

କଙ୍ଗନାଙ୍କ ବୟାନଠୁ ଦୂରେଇଲା ବିଜେପି, କହିଲା ଏଭଳି କିଛି

ନୂଆଦିଲ୍ଲୀ,୨୬/୮ : ବିଜେପି ସାଂସଦ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ଉପରେ ଦେଇଥିବା ଟିପ୍ପଣୀକୁ ନେଇ ଜବାବ ରଖିଛି ଦଳ। କଙ୍ଗନାଙ୍କ ମନ୍ତବ୍ୟଠୁ ବିଜେପି ସମ୍ପୂର୍ଣ୍ଣ ରୂପେ ନିଜକୁ ଦୂରେଇ ରଖିଛି। ଏନେଇ ଦଳ […]

ଭୁଶୁଡ଼ି ପଡ଼ିଲା ୩୫ ଫୁଟର ଶିବାଜୀ ଷ୍ଟାଚ୍ୟୁ

ନୂଆଦିଲ୍ଲୀ,୨୬/୮ : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ଏଠାକାର ଫୋର୍ଟରେ ରହିଥିବା ୩୫ ଫୁଟ ଉଚ୍ଚ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ ହଠାତ ଭୁଶୁଡ଼ି ପଡ଼ିଛି। ଗତବର୍ଷ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ରାହୁଲ ସମସ୍ତଙ୍କ ଜାତି ଜାଣିବାକୁ ଭାରି ଆଗ୍ରହୀ : ମନୋଜ ତିଓ୍ବାରୀ

ନୂଆଦିଲ୍ଳୀ, ୨୫/୮ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ମନୋଜ ତିଓ୍ବାରୀ। ରାହୁଲ ସମସ୍ତଙ୍କ ଜାତି ବିଷୟରେ ଜାଣିବାକୁ ଭାରି ଆଗ୍ରହୀ, କିନ୍ତୁ ନିଜ ଜାତି ବିଷୟରେ […]

୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୨୫/୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା […]