ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’

ମୁମ୍ବାଇ, ୨୭/୯ : ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା: ପାର୍ଟ -୧’ ଆଜି ରିଲଜ ହୋଇଯାଇଛି । ଏହି ଚଳଚ୍ଚିତ୍ର ରିଲିଜ ନେଇ ଫ୍ୟାନ୍ସ ବିଭିନ୍ନ ସହରରେ ଦମଦାର ସ୍ୱାଗତ କରିଛନ୍ତି […]

ଥାଲାପତି ବିଜୟ ଫିଲ୍ମରୁ ସନ୍ୟାସ ଘୋଷଣା କଲେ

ଚେନ୍ନାଇ,୧୪/୯ : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ୍ ହାଉସ୍ ଦ୍ବାରା ଏକ ଭିଡ଼ିଓ ରିଲିଜ୍ […]

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା

ଭୁବନେଶ୍ବର, ୧୩/୯ : ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଭା” ଜଣେ ଭିନ୍ନକ୍ଷମ ନାରୀର କାହାଣୀ ଓଡ଼ିଶାର ୧୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ସ୍ଵାତି ସିନେପ୍ଲେକ୍ସରେ […]

ପାଣ୍ଡିଆନଙ୍କୁ ନେଇ ଆସୁଛି ଓ୍ବେବ ସିରିଜ !

ଭୁବନେଶ୍ୱର,୧୨/୯ : ଭି.କେ ପାଣ୍ଡିଆନଙ୍କୁ ନେଇ ଆସୁଛି ଓ୍ବେବ ସିରିଜ । କଞ୍ଚାଲଙ୍କା ଓଟିଟିର କୋ ଫାଉଣ୍ଡର ତଥା ମ୍ୟାନେଜିଂ ଡାଇରେକ୍ଟର ବିଭୁ ରଥ ତାଙ୍କର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । […]

ଓଲିଉଡ଼ ବିବାଦ : ଦର୍ଶକଙ୍କୁ ହଲରେ ଫିଲ୍ମଠାରୁ ଓଲିଉଡ଼ର କଳି ମନୋରଞ୍ଜନ ଦେଉଛି

ଭୁବନେଶ୍ବର, ୧୧/୯ : ଓଡ଼ିଆ ସିନେମାର ଇତହାସ ବହୁ ପୁରୁଣା। ୮୮ବର୍ଷର ସିନେମା ଶିଳ୍ପ । ହାତ ଗଣତି ଆଉ କେତେଟା ବର୍ଷ ପରେ ୧୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳିବ ଓଲିଉଡ଼ । ମାତ୍ର […]

ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ

ଭୁବନେଶ୍ବର, ୧୧/୯ : ଦର୍ଶକଙ୍କ ବୋତଲ ମାଡ଼ରେ ଯାତ୍ରା ଅଭିନେତା ସୁବାଷ ବେହେରା ଓ ନବ ଘୋଷ ଆହତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରସ୍ଥିତ ନକ୍ସାପାଲିଠାରେ। ମଙ୍ଗଳବାର ବିଳମ୍ବିତ ରାତି‌ରେ‌ […]

ଓଲିଉଡ଼ରେ ‘ବାୟୋ’ ଝଡ଼ : ଭିଡ଼ିଓ ଜାରି କରି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ- ‘ ‘ବାୟୋ’ରେ ଆସୁଛି କମ୍ପରମାଇଜ୍ ଅପଶନ’

ଭୁବନେଶ୍ବର,୪/୯ : କିଛିଦିନର ନିରବତା ପରେ ଓଲିଉଡ଼ରେ ପୁଣି ଝଡ଼ । ଏଥର କାଷ୍ଟିଂ କାଉଚ କି ଫିଲ୍ମକୁ ନେଇ ନୁହେଁ ବରଂ ‘ବାୟୋ’ଝଡ଼ । ଅଭିନେତ୍ରୀ ଟିକି ରଥ ଏ ନେଇ ଅଭିଯୋଗ […]

‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏହାର ପୁରା ଟିମ

ଭୁବନେଶ୍ୱର, ୨/୯ : ଆଜି ଲୋକସଭା ଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ଆଶ୍ରମ’କୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଏହାର ପୁରା ଟିମ୍ । ‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରିକୁ […]

ପଞ୍ଜାବୀ ଗାୟକ ଏପି ଧିଲୋନଙ୍କ କାନାଡା ବାସଭବନ ବାହାରେ ଗୁଳିକାଣ୍ଡ

ଭାନକୁଭର,୨/୯ : ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ ଏପି ଧିଲୋନଙ୍କ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ । ଗତକାଲି […]

ଓଲିଉଡ଼ – ବିବାଦ – ଟୁଟୁ ନାୟକ- ‘ଆଇଲଭୟୁ -୨’

ଭୁବନେଶ୍ବର, ୨/୯ : ଟୁଟୁ ନାୟକ । ଏ ନା କହିଲେ ସମସ୍ତ ଓଡ଼ିଆ ଦର୍ଶକଙ୍କ ମନରେ ଆସେ ୨୦୦୪ରେ ରିଲିଜ ହୋଇଥିବା ଓଡ଼ିଆ ଫିଲ୍ମ ‘ଆଇଲଭୟୁ’ର କଥା । ଯେଉଁଥିରେ ନାୟକ ଭୂମିକାରେ […]