ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ

ଭୁବନେଶ୍ୱର , ୪/୧୦ : ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରେ […]

କ୍ଲାଉଡିଆ ହେଲେ ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୩/୧୦: ଆମେରିକୀୟ ମହାଦେଶର ଏକ ଦେଶ ମେକ୍ସିକୋ ଏବେ ଜଣେ ନୂଆ ରାଷ୍ଟ୍ରପତି ପାଇଛି। ରାଜଧାନୀ ମେକ୍ସିକୋ ସିଟିରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ କ୍ଲାଉଡିଆ ଶେନବାମ ପାରଡୋ ଶପଥ ଗ୍ରହଣ କରିଥିଲେ। […]

ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା

ନୂଆଦିଲ୍ଲୀ,୩/୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି […]

ଏଠାରେ ପ୍ରତିଦିନ ସ୍ବାମୀ ବଦଳାନ୍ତି ମହିଳା, ଗର୍ଭବତୀ ହେଲେ…

ନୂଆଦିଲ୍ଲୀ, ୩/୧୦ : ମହାଭାରତରେ ଦ୍ରୋପଦୀ ପାଣ୍ଡବଙ୍କୁ ବିବାହ କରିଥିଲେ। ଭୁଲ ବୁଝାମଣା ହେତୁ ଦ୍ରୋପଦୀଙ୍କୁ ୫ ସ୍ବାମୀ ମିଳିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଆଜି ବି ଭାରତରେ ଏପରି କିଛି ସ୍ଥାନ […]

ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨/୧୦: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ଦୀର୍ଘ ଦିନର ବିଚାର ବିମର୍ଷ ପରେ ବୁଧବାର ତାଙ୍କ ‘ଜନ ସୁରଜ ଗୋଷ୍ଠୀକୁ ଏକ ରାଜନୈତିକ ଦଳ ଭାବରେ […]

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ,୧/୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବଡ଼ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ମଙ୍ଗଳବାର ହାକକୋର୍ଟ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ତାଙ୍କ ନାଁରେ ତଳକୋର୍ଟ ମାମଲାକୁ ହାଇକୋର୍ଟ ଖାରଜ […]

ପ୍ରଯୋଜକଙ୍କ ଦୁର୍ଗାପୂଜା ଭେଟି ; ଗୋଟିଏ ଫିଲ୍ମ ଦେଖିଲେ ଆଉ ଗୋଟେ ଫିଲ୍ମ ଟିକେଟ ଫ୍ରି

ଭୁବନେଶ୍ବର, ୩୦/୯ : ଲୋକଙ୍କୁ ଆତ୍କୃଷ୍ଟ କରିବାକୁ ପ୍ରଯୋଜକଙ୍କ ନୂଆ ଉପାୟ । ଗୋଟିଏ ଟିକେଟରେ ଦର୍ଶକ ମାଗଣାରେ ଦେଖିବେ ଆଉ ଏକ ସିନେମା । ଚକ୍ର ନିର୍ଦ୍ଧାରଣ କରିବ ୪ ଟି ସିନେମା […]

ଭରତପୁର ଥାନା ମାମଲା : ୫ ନିଲମ୍ବିତ ପୁଲିସ କର୍ମୀଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ୱର,୩୦/୯ : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସୋମବାର ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ହୋଇଥିବା ୫ ପୁଲିସ କର୍ମୀ। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ […]

ଆସନ୍ତୁ ଜାଣିବା କଳା ଚଣା ଖାଇଲେ କ’ଣ ଫାଇଦା ମିଳେ

ଭୁବନେଶ୍ୱର,୩୦/୯ : କଳା ଚଣା ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିପାରିବ । ଆୟୁର୍ବେଦ ଅନୁଯାୟୀ, ପ୍ରତିଦିନ ମୁଠାଏ କଳା ଚଣା ଖାଇଲେ ଆପଣ ଅନେକ ଗମ୍ଭୀର ଏବଂ ସାଂଘାତିକ ରୋଗର […]

ବିଜେଡି କଳି ଶଙ୍ଖ ଭବନରେ ପଶିଲା

ଭୁବନେଶ୍ବର,୩୦/୯ : ଭୁବନେଶ୍ବର ପରେ ଭଦ୍ରକ ଜିଲ୍ଲାର କଳି ଶଙ୍ଖ ଭବନରେ ପହଞ୍ଚିଛି । ଶଙ୍ଖ ଭବନରେ ବିଜେଡି ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ଦୁଇ ଜଣ ପୂର୍ବତନ ବିଧାୟକ ମୁହାଁମୁହିଁ ହୋଇଛନ୍ତି । […]