ଦିଲ୍ଲୀରେ ମତଦାତାଙ୍କୁ ମିଳିବ ମାଗଣା ବାଇକ୍ ରାଇଡ୍, ଜାଣନ୍ତୁ କ’ଣ କରିବାକୁ ପଡ଼ିବ

ନୂଆଦିଲ୍ଲୀ, ୧୦/୫ : ଅନଲାଇନ ବାଇକ-ଟ୍ୟାକ୍ସି ବୁକିଂର ସୁବିଧା ଯୋଗାଉଥିବା କମ୍ପାନୀ ଦିଲ୍ଲୀରେ ନିର୍ବାଚନ ଦିନ ମତଦାତାଙ୍କୁ ମୁକ୍ତ ଯାତ୍ରା ପ୍ରଦାନ କରିବ । ରାପିଡୋ ବାଇକ ଜରିଆ‌ରେ ଭୋଟରଙ୍କୁ ନିର୍ବାଚନ ଦିନ ମତଦାନ […]

ବିଜେଡିର ନିର୍ବାଚନୀ ଇସ୍ତାହାର : ୧୦୦ୟୁନିଟ ବିଜୁଳି ବିଲ୍ ଛାଡ଼ ହେବ

ଭୁବନେଶ୍ବର,୯/୫ : ବିଜେଡି ଘୋଷଣା କରିଛି ୨୦୨୪ ନିର୍ବାଚନୀ ଇସ୍ତାହାର । ଗତ ୨୪ବର୍ଷ ମଧ୍ୟରେ, ବିଜେଡି ସରକାର ଓଡିଶାକୁ ଏକ ଗରିବ, କ୍ଷୁଧା ପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ […]

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯/୫: ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ […]

୧୦ ଓ୍ବିକେଟରେ ଜିତିଲା ସନ୍‌ରାଇଜର୍ସ

ହାଇଦ୍ରାବାଦ, ୮/୫: ଟାର୍ଗେଟ ଥିଲା ୧୬୬ ରନ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଯେପରି ବ୍ୟାଟିଂ କରିଥିଲା ପିଚ୍‌ ସ୍ଲୋ ଥିବା ପ୍ରତୀୟମାନ ହେଉଥିଲା। ମାତ୍ର ସିଂହ ପରାକ୍ରମରେ ଲକ୍ଷ୍ନୌ ବୋଲରଙ୍କ ଉପରେ ଝାମ୍ପି ପଡ଼ିଲେ […]

କଂଗ୍ରେସରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮/୫ : ଲୋକସଭା ନିର୍ବାଚନ ମଧ୍ୟରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ସାମ୍ ପିଟ୍ରୋଡା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ସମ୍ପର୍କରେ କଂଗ୍ରସର ରାଷ୍ଟ୍ରୀୟ ମହାସଚିବ ଜୟରାମ […]

ଆଜି ୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮/୫ : ଶ୍ରୀମନ୍ଦିର ବୁଧବାର ରାତିରେ ୧୫ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା। ଏହି ଅନ୍ଧାର ମଧ୍ୟରେ ଭକ୍ତମାନେ ଯାତାୟାତ କରିଥିଲେ। […]

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି , ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ,୮/୫ : ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ […]

୧୦ରେ ଭୁବନେଶ୍ଵରରେ ମୋଦୀଙ୍କ ମେଗା ରୋଡ଼୍ ଶୋ’

ଭୁବନେଶ୍ଵର,୭/୫ : ନିର୍ବାଚନକୁ ଆଖି ଆଗରେ କେନ୍ଦ୍ରୀୟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରବିବାର ରାତିରେ ଭୁବନେଶ୍ଵରରେ ପହଞ୍ଚିଥିଲେ। […]

ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ରାଜଭବନରେ କରିବେ ରାତ୍ରିଯାପନ

ଭୁବନେଶ୍ବର,୫/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାୟୁ ସେନାର ଏକ ସ୍ବତନ୍ତ୍ର ବିମାନରେ […]

ରିଲାଏନ୍ସ ଟ୍ରେଣ୍ଡ୍‌ସରେ ଲାଗିଲା ନିଆଁ

ଘସିପୁରା,୫/୫ : କେନ୍ଦୁଝର ଜିଲ୍ଲା ଘସିପୁରାଠାରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍‌ସରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । […]