ଭୁବନେଶ୍ବର, ୭/୧୨ : ନବୀନ ପଟ୍ଟନାୟକ ଏ ନା ହିଁ ଯଥେଷ୍ଟ । ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧି ଦଳ ନେତା । ଆଉ ଗୋଟିଏ ସାଙ୍ଗିଆ ହେଉଛି ବିଜେଡି […]
Category: ରାଜନୀତି
କେଉଁ ସ୍ବାର୍ଥରେ ? ବିରୋଧୀବେଳେ ତୁମ୍ବି ତୋଫାନ ; ସରକାରକୁ ଆସିଲା ପରେ ଚୁପ୍
ଭୁବନେଶ୍ବର, ୫/୧୨ : ଆଉ ମାତ୍ର ସପ୍ତାହେ ପରେ ରାଜ୍ୟରେ ବିଜେପି ସରକାରକୁ ୬ମାସ ପୁରିବ । କିନ୍ତୁ ବିଜେଡି ସରକାରର ଅନିୟମିତତା ଓ କେଳେଙ୍କାରୀକୁ ନେଇ ବିଜେପି ଚୁପ୍ । ଯେଉଁ ସବୁକୁ […]
ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର
ମୁମ୍ବାଇ, ୫/୧୨ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବିସ। ତୃତୀୟ ଥର ପାଇଁ ମହାରାଷ୍ଟ୍ରରେ ଆରମ୍ଭ ହେଲା ଫଡନାବିସ ସରକାର। ଫଡନାବିସଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏନସିପି […]
ନବୀନଙ୍କ ଲକି ନମ୍ବର ‘୯’ ଏବେ ପାଣ୍ଡିଆନଙ୍କ ପାଇଁ ସାଜିଛି ଲକି (୨+୭)
ଭୁବନେଶ୍ବର, ୨୮/୧୧ : ଅବସର ଥିଲା ବିବାହ ଉତ୍ସବର । ହଠାତ୍ ନଜର ଆସିଲେ ଭିକେ ପାଣ୍ଡିଆନ । ଯାହାର ଭିଡ଼ିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ସୋସିଆଲ ମିଡ଼ିଆରେ ୟୁଜର୍ସ […]
ଝାଡ଼ଖଣ୍ଡକୁ ମିଳିଲା ନୂଆ ସରକାର, ପୁଣି ଶପଥ ନେଲେ ହେମନ୍ତ ସୋରେନ
ନୂଆଦିଲ୍ଲୀ, ୨୮/୧୧ : ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ […]
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୨୭/୧୧ : ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। […]
ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ଟ୍ରୋଲ୍, ଦଳ ଭିତରୁ ନା ଦଳ ବାହାରୁ ?…
ଭୁବନେଶ୍ବର,୨୬/୧୧ : ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକି ସରକାର ଗଢିଛି । ଦୀର୍ଘ ୨୪ବର୍ଷର ସରକାରକୁ ଶାସନ ଗାଦିରୁ ହଟାଇ ଶାସକ ଚୌକିରେ ବସିଛି ବିଜେପି । ନବୀନଙ୍କ ପରେ ଓଡ଼ିଶାର […]
ଝାଡ଼ଖଣ୍ଡରେ ଫେଲ୍ ମାରିଲା NDA ରଣନୀତି
ନୂଆଦିଲ୍ଲୀ, ୨୪/୧୧ : ଝାଡ଼ଖଣ୍ଡରେ ଫେଲ୍ ମାରିଲା ବିଜେପିର ରଣ କୌଶଳ। କ୍ରମାଗତ ଦ୍ବିତୀୟ ଥର କ୍ଷମତାକୁ ଫେରି ରେକର୍ଡ କରିବାକୁ ଯାଉଛନ୍ତି ହେମନ୍ତ ସୋରେନ। କାମ ଦେଲାନି ବିଜେପିର ରଣନୀତି । ପୂର୍ବରୁ […]
୬ ଦିନ ପରେ ସୁଜାତାଙ୍କର ଛୁଟି ସରିବ , କେଉଁ ଭୂମିକାରେ ଆସିବେ ନଜର ଏବେ ଠୁ ଚର୍ଚ୍ଚା
ଭୁବନେଶ୍ୱର,୨୧/୧ : ରାଜ୍ୟର ପରିଚିତ ପ୍ରଶାସିକା ସୁଜାତା ଆର କାର୍ତ୍ତିକେୟନଙ୍କୁ ନେଇ ଏବେ ବଡ଼ ଚର୍ଚ୍ଚା । ଆଉ ୬ ଦିନରେ ସୁଜାତାଙ୍କର ଛୁଟି ସରିବ । ଏହାପରେ ସେ କାର୍ଯ୍ୟରେ ଯୋଗଦେବା କଥା […]
ବିଜେଡି ପାଇଁ ବଢୁଛି ଚିନ୍ତା, ଗାଁକୁ ଗାଁ ବୁଲିବେ ସୁପ୍ରିମୋ
ଭୁବନେଶ୍ୱର,୧୬/୧୧ : ବିଜେଡି ପାଇଁ ବଢୁଛି ଚିନ୍ତା । ସଂଗଠନ ସଜାଡ଼ିବାକୁ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଏଇ ମାସ ଶେଷରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ବୁଲିବେ ନବୀନ । ପ୍ରସ୍ତୁତ […]