ଭକ୍ତ ଦାସ ପିସିସି ଦାୟିତ୍ଵ ନେବା ପରେ କଂଗ୍ରେସରେ ପ୍ରଥମ ମହା ମିଶ୍ରଣ ପର୍ବ

ଭୁବନେଶ୍ୱର,୧୪/୪ : ଗୁଣୁପୁର ବିଧାନସଭା କ୍ଷେତ୍ରରୁ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସ ଦଳରେ ହେଲେ ସାମିଲ। ଓଡ଼ିଆ ନବବର୍ଷ ତଥା ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ କଂଗ୍ରେସ ଭବନରେ […]

ଓଡ଼ିଶାରେ କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବେ ଦିଲ୍ଲୀ ବାଚସ୍ପତି

ନୂଆଦିଲ୍ଲୀ, ୧୪/୪ : ଦିଲ୍ଲୀ ବିଧାନସଭାର ବାଚସ୍ପତି ବିଜେନ୍ଦର ଗୁପ୍ତା ଜାତୀୟ ଇ-ବିଧାନ ଆବେଦନ (NeVA)ର ସଫଳ କାର୍ଯ୍ୟାନ୍ୱୟନରୁ ଶିଖିବା ପାଇଁ ଭୁବନେଶ୍ୱର ଗସ୍ତ କରିବେ। ଓଡ଼ିଶା ବିଧାନସଭାକୁ କାଗଜବିହୀନ ବିଧାନସଭା ପ୍ରକ୍ରିୟା ଗ୍ରହଣ […]

ପ୍ରଶଂସକଙ୍କ ପାଇଁ ଶାହରୁଖଙ୍କ ବଙ୍ଗଳାରେ ରାତି ବିତାଇବାର ସୁଯୋଗ

ମୁମ୍ବଇ, ୧୪/୪ : ଶାହରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଉପହାର ଦେଉଛନ୍ତି। ଏବେ ଆପଣ ତାଙ୍କ ରାଜକୀୟ ଜୀବନଶୈଳୀକୁ ଗୋଟିଏ ରାତି ପାଇଁ ବଞ୍ଚିପାରିବେ। କାଲିଫର୍ଣ୍ଣିଆର ବେଭର୍ଲି ହିଲ୍ସରେ ତାଙ୍କ ବିଳାସପୂର୍ଣ୍ଣ […]

ବିଏମସି ମେୟରଙ୍କ ଟାର୍ଗେଟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର,୧୩/୪ : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅନୁପସ୍ଥିତ ରହିବାକୁ ନେଇ ସାଂସଦଙ୍କୁ ସମାଲୋଚନା କରିଛନ୍ତି […]

ମାୟାବତୀଙ୍କୁ କ୍ଷମା ମାଗିଲେ ପୁତୁରା ଆକାଶ ଆନନ୍ଦ

ଲକ୍ଷ୍ନୌ,୧୩/୪ : ବିଏସପି ସୁପ୍ରିମୋ ମାୟାବତୀଙ୍କ ପୁତୁରା ତଥା ବିଏସପିର ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦ ସୋସିଆଲ ମିଡ଼ିଆରେ ଏକ ଲମ୍ବା ପୋଷ୍ଟ କରି ମାୟାବତୀଙ୍କୁ ତାଙ୍କର ଭୁଲ ପାଇଁ କ୍ଷମା କରିବାକୁ […]

ପ୍ରଣବଙ୍କ ଉପରେ ଆକ୍ରମଣ : ନବୀନଙ୍କ ନିନ୍ଦା

ଭୁବନେଶ୍ୱର,୧୩/୪ : ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ […]

କାମ କରୁନି ୟୁପିଆଇ, ଟଙ୍କା ନେଣଦେଣ ଠପ୍

ନୂଆଦିଲ୍ଲୀ,୧୨/୪ : କାମ କରୁନି ୟୁପିଆଇ। ଶନିବାର ସକାଳେ ଭାରତରେ ୟୁପିଆଇ କାମ କରୁ ନ ଥିବା ଜଣାପଡ଼ିଛି । ଏହି ସମସ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକେ ଅନ୍‌ଲାଇନ୍‌ରେ ଟଣା ନେଣଦେଣ କରି […]

ପାଣ୍ଡିଆନ ହିଁ ଟିକେଟ୍‌ ବାଣ୍ଟନ୍ତି : ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର, ୧୨/୪ : ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍‌ଗାର । ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ । ବିଜେଡି ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି । ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି, ଦଳ […]

ଅହଂ ଭାବ ପାଇଁ ନବୀନ ଘରେ ବସିଲେ : ନଡ୍ଡା

କଟକ,୧୧/୪ : କଟକ ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି । ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ଅବସରରେ ଜେ.ପି ନଡ୍ଡାଙ୍କ ସମ୍ବୋଧନ ଦେଇଛନ୍ତି । ତାଙ୍କ ସମ୍ବୋଧନରେ କହିଛନ୍ତି ‘ଆୟୁଷ୍ମାନ ଭାରତ’ […]

ଜବାହରଲାଲ ନେହେରୁଙ୍କ ସହ ସମାନ ପାଣ୍ଡିଆନ : ସଂତୃପ୍ତ ମିଶ୍ର

ଭୁବନେଶ୍ୱର,୧୧/୪ : ଜବାହରଲାଲ ନେହେରୁଙ୍କ ସହ ଭି.କେ ପାଣ୍ଡିଆନଙ୍କୁ ତୁଳନା କଲେ ବିଜେଡି ନେତା । ବିଜେଡି ନେତା ସଂତୃପ୍ତ ମିଶ୍ର କହିଥିଲେ‘ନେହେରୁ’ଙ୍କ ଭଳି ଓଡ଼ିଶା ରାଜନୀତିରେ ‘ପାଣ୍ଡିଆନ’। “ପାଣ୍ଡିଆନ ନିଜେ ଜାଣିନଥିବେ ତାଙ୍କ […]